Our Mission

Equal Education to Economical Equality.

It's a good news for Economical Backwards. So lets join with it soon.

ନୋଟିସ

ଆର୍ଥିକ ପଛୁଆବର୍ଗ ଶିକ୍ଷା ସୁରକ୍ଷା ସେବା, ଓଡିଶା

ପତ୍ର ସଂଖ୍ୟା - BEST୦୦୧ /୨୨ date 10-03-2022

ଏତଦ୍ଦ୍ୱାରା ସର୍ବସାଧାରଣଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଅଛି କି "ପ୍ରାଥମିକ ଶିକ୍ଷା ସଂସ୍କାର ଅଭିଯାନ" କୁ ସଫଳ କରିବା ପାଇଁ ନିମ୍ନମତେ ଇଛୁକ ବ୍ୟକ୍ତିମାନେ ଆବେଦନ କରିପାରିବେ |

୧ - ସରକାରୀ ପ୍ରାଥମିକ ବିଦ୍ୟାଳୟ (ପ୍ରଥମ ରୁ ଅଷ୍ଟମ ଶ୍ରେଣୀ) ର ଛାତ୍ର ଅଭିଭାବକ ମାନେ ମାସିକ ୧୦୦୦ ଟଙ୍କା ଆର୍ଥିକ ଅନୁଦାନ (ଗୁଣାତ୍ମକ ଶିକ୍ଷା ସହ) ପାଇବା ପାଇଁ ଆବେଦନ ପତ୍ର - ୧ ( ୧- application form for Grants ) ରେ ଆବେଦନ କରି ପାରିବେ |

୨ - ( ୨ - application form to become Trustee ) ରେ

୧ - ଅନୁଶିକ୍ଷକ (ଶିକ୍ଷକ ଟ୍ରଷ୍ଟି) ପ୍ରତି ପଞ୍ଚାୟତ / ୱାର୍ଡ (ସହରାଞ୍ଚଳ) ରୁ ଶ୍ରେଣିପିଛା ଜଣେ ଲେଖାଏଁ +୨ ବା ତଦୁର୍ଦ୍ଧ (ଉଚ୍ଚ ଯୋଗ୍ୟତାକୁ ଅଗ୍ରାଧିକାର ଭିତ୍ତିରେ ଚୟନ) , ସରକାରୀ ପ୍ରାଥମିକ ଛାତ୍ରମାନଙ୍କୁ ( CBSE ) ଗୁଣାତ୍ମକ ଶିକ୍ଷାଦାନ ନିମିତ୍ତ |

୨ - ସଂଗଠକ ଟ୍ରଷ୍ଟି , ପ୍ରତି ବ୍ଲକ / ମୁନିସିପାଲ ରୁ ଜଣେ , +୩ ସର୍ବନିମ୍ନ ଯୋଗ୍ୟତା , ସାଂଗଠନିକ କାର୍ଯ୍ୟପାଇଁ

୩ - ପରିଚାଳନା ନିର୍ଦ୍ଦେଶକ , ଆଇନ ସହାୟକ , ଉପଦେଷ୍ଟା ଟ୍ରଷ୍ଟି ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ , +୩ ସର୍ବନିମ୍ନ ଦାୟିତ୍ୱ ନିର୍ବାହ ପାଇଁ

୪ - ଛାତ୍ର ଟ୍ରଷ୍ଟି (ଯେକୌଣସି ଷ୍ଟ୍ରିମର) ସାହାଯ୍ୟ ପାଇଁ

୫ - ଛାତ୍ର ଅଭିଭାବକ - ଶିକ୍ଷା ସଂସ୍କାର କାର୍ଯ୍ୟରେ ଭାଗ ନେବା ପାଇଁ

୬ - ଅନୁଦାତା ଟ୍ରଷ୍ଟି - ଏହି ଅଭିଯାନକୁ କିଛି ବି ଦାନ କରିବା ପାଇଁ ଆବେଦନ କରିବା ପାଇଁ ଆବେଦନ କରି ପାରିବେ

Teacher ଟ୍ରଷ୍ଟି , Managing ଟ୍ରଷ୍ଟି , Organisation ଟ୍ରଷ୍ଟି , and legal advisor ଟ୍ରଷ୍ଟି ପ୍ରାଧୀକୃତ ପଦବୀ ଗୁଡିକ (କାର୍ଯ୍ୟଭିନ୍ନ - ବେତନ ସମାନ) ନୀତିରେ ପାରିତୋଷିକ ପାଇବେ |

ଅଧ୍ୟକ୍ଷ

ଆର୍ଥିକ ପଛୁଆବର୍ଗ ଶିକ୍ଷା ସୁରକ୍ଷା ସେବା, ଓଡିଶା

About Us

 

1 - Definition : Backwards means economical backwards those who are unable to provide central board of secondary education to their children. This attempt is proceeded to protect them from educational exploitation.  In the other sense to provide proper education to the economical backwards as equal to the education which is available for economical capable people.

2 - Cause : Proper education is the main source of development. The development of economical backwards is totally impossible without proper education.

3 - Moral Way : equal child equal education. Getting proper education is the born right of every child. Our moral responsibility is to provide proper education to the economical backward students.

4- Social Necessities : The human society becomes more strong and civilised as with the individual becomes more educated. The population of economical backwards in India as well as in the world is equal to 70% of total population. Being backward such a large quantity of human population is not good for a healthy / better society. The development of whole society is impossible without them.

5 - Economical Capable Group : Those who are  able to fulfil their basic needs like food, shelter, dress, health and education.

6 - Economical Incapable Group : Those who are unable to fulfil their basic needs like food, shelter, dress, health and education.

7 - Measure Line : We take/accept the food protection act as our measure line. Those who can not earn monthly Rs 10,000 /- or above they are not belongs to this act accordingly the decision of India govt. We also consider that those people having the income less than Rs 10,000 /- monthly are economical incapables , otherwise others are economical capable those earn monthly Rs 10,000 /- or above. The students of anganwadi and Govt. primary are surely economically incapables. The study course of A.W.C and Govt. primary are low level.

Know More

Gallery

Our Mission

ଶିକ୍ଷା ଅନ୍ଧାରରୁ ଆଲୋକକୁ ବାଟ କଢାଏ । ମୁକ୍ତିର ପଥ ଦେଖାଏ । ପ୍ରଗତିକୁ ତ୍ୱରାନ୍ୱିତ କରାଏ । ଶିକ୍ଷା ଆମର ମୌଳିକ ଅଧିକାର । ଏହାର ମୂଳଦୁଆ ପଡେ ପ୍ରାଥମିକ ସ୍ତରରେ, କିନ୍ତୁ ଭାରତର ୭୦ ରୁ ୮୦ ଭାଗ ପିଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁର୍ବଳ ମୂଳଦୁଆ ଉପରେ ଦଣ୍ଡାୟମାନ । ଏହାକୁ ଦୃଷ୍ଟିରେ ରଖି awc ରୁ ୮ମ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବାଧ୍ୟତା ମୂଳକ ହେଉ ।

( ୧୦ମ ପର୍ଯ୍ୟନ୍ତ ହେଲେ ଆହୁରି ଭଲ ) CBSE ପାଠ୍ୟକ୍ରମରେ (ଆଞ୍ଚଳିକ ଭାଷା ସହ ) ସମସ୍ତେ ପଢନ୍ତୁ । ସମସ୍ତେ ବଢ଼ନ୍ତୁ ।ସରକାର ତୁରନ୍ତ ଏହି ସିଦ୍ଧାନ୍ତ ନିଅନ୍ତୁ ।ସରକାରୀ ପ୍ରାଥମିକ ବିଦ୍ୟାଳୟର ଆର୍ଥିକ ଦୁର୍ବଳ ପିଲାମାନଙ୍କୁ ଟ୍ୟୁସନ୍ ଖର୍ଚ୍ଚ ମାସିକ ୧୦୦୦ ଟଙ୍କା ଦିଅନ୍ତୁ ।

ନଚେତ୍ , ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକମାନଙ୍କୁ ସେମାନଙ୍କ ହକ୍ ( ଶିକ୍ଷା ବଜେଟରେ ବରାଦ ଅର୍ଥ ) ଦିଅନ୍ତୁ । ଏବଂ ଉକ୍ତ ଟ୍ରଷ୍ଟ ସେମାନଙ୍କ ପିଲାଙ୍କୁ CBSE ଢାଞ୍ଚାରେ ଅନୁଶିକ୍ଷଣ ଦେବାକୁ ଅଙ୍ଗୀକାରବଦ୍ଧ ।ଏଥିପାଇଁ ଦରକାର ହେଲେ ଆନ୍ତର୍ଜାତିକ ସହଯୋଗ ଲୋଡ଼ାଯିବ, ବିଶ୍ଵ ଦରବାରରେ ହାତ ପତାଯିବ । ଏପରି ହେଲେ ଆମ ଦେଶର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ । ଆଶା କରିବୁ ସେପରି ନ ହେଉ ।

Know More